thumbnail

By

Published : Sep 3, 2022, 9:11 PM IST

ETV Bharat / Videos

ଅଯୋଧ୍ୟାରେ ୪୦ ପ୍ରତିଶତ ସରିଲାଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଅଯୋଧ୍ୟାରେ ଜାରି ରହିଥିବା ରାମ ମନ୍ଦିରର ନିିର୍ମାଣ କାର୍ଯ୍ୟକୁ ନେଇ ସାରା ଦେଶରେ ଉତ୍କଣ୍ଠା ରହିଛି । ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ପ୍ରଭୁ ଶ୍ରୀରାମ ଲାଲାଙ୍କ ସାଧାରଣ ଦର୍ଶନକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ମନ୍ଦିରର ପ୍ରାୟ ୪୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶ୍ରୀରାମ ଜନ୍ମଭୂମି କମ୍ପ୍ଲେକ୍ସରେ ଭବ୍ୟ ମନ୍ଦିର ସହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଉଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.