ଚାଲୁନି ଗୃହ, ଏମିତି କହିଲେ କଂଗ୍ରେସ ବିଧାୟକ ତାରା...

By

Published : Mar 27, 2021, 2:09 PM IST

thumbnail

ଭୁବନେଶ୍ବର: ଦରଦାର ବୃଦ୍ଧିକୁ ନେଇ ବିଜେଡି-ବିଜେପି କୋଳାକୋଳି । ଦିନକୁ ଦିନ ଖାଇବା ତେଲ ବୃଦ୍ଧି ପାଉଛି । କେନ୍ଦ୍ର ସରକାର ଜିଏସଟି ନାମରେ ଟ୍ୟାକ୍ସ ନେଉଛନ୍ତି । ଏନେଇ ଗୃହରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିବାବେଳେ ବିଜେପି-ବିଜେଡି ଏକ ହୋଇ ବିଧାନସଭାକୁ ବନ୍ଦ କରିଛନ୍ତି ବୋଲି ତାରା କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.