ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର - ଖୋର୍ଦ୍ଧା ଟ୍ୟାଙ୍କର ନିଆଁ ଖବର

🎬 Watch Now: Feature Video

thumbnail

By

Published : Apr 15, 2022, 4:43 PM IST

ଖୋର୍ଦ୍ଧା: 16 ନମ୍ବର ଜାତୀୟ ରାଜପଥର ତୋଟାପଡା ନିକଟରେ ତେଲ ଭର୍ତ୍ତି ଟ୍ୟାଙ୍କରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଦ୍ଵାରା ନିଆଁଲିଭା କାର୍ଯ୍ୟ ଜାରି । କେରଳରୁ ନଡ଼ିଆ ତେଲ ନେଇ ଟ୍ୟାଙ୍କରଟି କଲିକତା ଯାଉଥିବା ବେଳେ ଖୋର୍ଦ୍ଧା ତୋଟାପଡା ନିକଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.