thumbnail

By

Published : Jul 6, 2020, 10:05 PM IST

ETV Bharat / Videos

ମା’ ନାଗ ସହ 28 ଛୁଆ ଓ 36 ଅଣ୍ଡା ଉଦ୍ଧାର

ବାଲେଶ୍ବର: ସୋର ଅଞ୍ଚଳର ବିଭିନ୍ନ ସ୍ଥାନରୁ ନାଗ ସାପ ଉଦ୍ଧାର କରାଯାଇଛି। ମାର୍କୋଣା, ତୁଡିଗଡ଼ିଆ ଓ ମଙ୍ଗଳପୁର ଆଦି ଅଞ୍ଚଳରୁ 28ଟି ନାଗ ଛୁଆ ସମେତ 36ଟି ଅଣ୍ଡା ଉଦ୍ଧାର କରାଯାଇଛି। ଏହାସହ ଏକ ମା ନାଗ ମଧ୍ୟ ଉଦ୍ଧାର ହୋଇଛି। ଭଦ୍ରକର ସ୍ନେକ ହେଲ୍ପଲାଇନ ସଦସ୍ୟ ଶେଖ ମିର୍ଜା ସାପ ଗୁଡିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.