ଏସ୍ସିବିରେ ଲାଗିଥିବା ସିସିଟିଭି କେତେଦୂର କାର୍ଯ୍ୟକ୍ଷମ, ଶୁଣନ୍ତୁ କଣ କହୁଛନ୍ତି ଏସିପି - କଟକର ଏସ୍ସିବି ବଡ଼ ମେଡିକାଲ
🎬 Watch Now: Feature Video
କଟକ: ଏସ୍ସିବି ବଡ଼ ମେଡିକାଲରେ ଲାଗିଛି ଲୋକ ଦେଖାଣିଆ ସିସିଟିଭି କ୍ୟାମେରା । ସିସିଟିଭି ଲାଗିଥିଲେ ମଧ୍ୟ ଅପରାଧ ରୋକିବାରେ ପୋଲିସ ସକ୍ଷମ ହୋଇ ପାରୁନାହିଁ । ମେଡିକାଲ ପରିସରରେ ଗାଡି ଚୋରି ଠୁ ଆରମ୍ଭ କରି ହାଇଦର ଫେରାର ମାମଲା କଥା। ସବୁ ଦିଗରେ ପୋଲିସ ପାଉନି ସଠିକ ତଥ୍ୟ । କେବଳ ଲୋକ ଦେଖାଣିଆ ସିସିଟିଭି ଲଗାଇ ବାଃ ବାଃ ନେଉଛି ଏସ୍ସିବି । ତେବେ ଏପରି ସ୍ଥଳେ ନିଜର ଭୁଲକୁ ନ ସୁଧାରି ନିରବଦ୍ରଷ୍ଟା ସାଜିଛନ୍ତି ଏସ୍ସିବି କର୍ତ୍ତୃପକ୍ଷ । ତେବେ ମେଡିକାଲର ଏଭଳି ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ଜୋନ 2 ଏସିପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ