thumbnail

By

Published : Aug 3, 2022, 12:43 PM IST

ETV Bharat / Videos

ମଝି ଦରିଆରେ ବୁଡିଗଲା ବୋଟ୍, 2 ମତ୍ସ୍ୟଜୀବୀ ନିଖୋଜ

ଥିରୁଅନନ୍ତପୁରମ: ଅଗଷ୍ଟ ପହିଲାରେ କେରଳ ଓ ତାମିଲାନାଡୁରେ ପ୍ରବଳ ବର୍ଷା ପାଇଁ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ସତର୍କ କରାଇଥିବା ପାଣିପାଗ ବିଭାଗ । ବାତ୍ୟା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲା ପାଣିପାଗ ବିଭାଗ । ଆରବିଆନ ସାଗରରେ ପ୍ରବଳ ପବନ ପାଇଁ ଏକ ଜାହାଜ ବୁଡି ଯାଇଥିବା ଦେଖିବାକୁ ମିଳିଛି । ଜାହଜଟି ସମୁଦ୍ରରେ ଓଲଟିପଡିଥିଲା । ସେଥିରେ ଥିବା 6 ଜଣଙ୍କ ମଧ୍ୟରୁ 4ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ହେଲିକପ୍ଟର ଓ ବୋଟ ଜରିଆରେ କେରଳ କୋଷ୍ଟ ଗାର୍ଡ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.