thumbnail

By

Published : Sep 15, 2022, 11:54 AM IST

ETV Bharat / Videos

ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଭିଡିଓ

ଉତ୍ତରାଖଣ୍ଡର ରୁଦ୍ରପୁର କିଚ୍ଚା କୋଟଓ୍ବାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Rudrapur Kichha Kotwali) । ସିସିଟିଭିରେ କଏଦ ହେଲା (accident cctv footage) ଦୁର୍ଘଟଣାରା ଛାତିଥରା ଦୃଶ୍ୟ । ବାଇକରେ ଜଣେ ଯୁବକ ଯାଉଥିବାବେଳେ, ପଛ ପଟୁ ଧକ୍କା ଦେଲା ଟ୍ରକ୍‌ । ବାଇର ଆରୋହୀଙ୍କ ଉପରେ ଟ୍ରକଟି ମାଡି ଯାଇଥିବାବେଳେ ସିସିଟିଭିରେ କଏଦ ହେଲା ଭିଡିଓ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.