ଟୋଲ ପ୍ଲାଜାରେ ମହିଳାଙ୍କୁ ଧକ୍କା ଦେଲା ବାଇକ, CCTVରେ କଏଦ ଦୃଶ୍ୟ - ଟୋଲ ଗେଡ ମହିଳା କର୍ମଚାରୀଙ୍କୁ ପିଟିଲା ବାଇକ

🎬 Watch Now: Feature Video

thumbnail

By

Published : Jul 28, 2022, 10:01 AM IST

ଡେରାଡୁନ: ଉତ୍ତରାଖଣ୍ଡ ଡୋଇବାଲା ଟୋଲ ପ୍ଲାଜାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଏକ ବାଇକ ଧକ୍କା ଦେଇଛି । ଦ୍ରୁତ ଗତିରେ ଆସୁଥିବା ବାଇକ ମହିଳାଙ୍କୁ ଧକ୍କା ଦେବା ଫଳରେ ମହିଳା ଜଣଙ୍କ 50 ମିଟର ଦୂର ଛିଟିକି ପଡିଥିଲେ । ଯାହାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ସ୍ଥାନୀୟ ଲୋକ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ଡାହାଣ ଗୋଡରେ 3ଟି ଆଘାତ ହୋଇଥିବାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.