ଶ୍ରାବଣ ଦ୍ବିତୀୟ ସୋମବାର, ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀ

By

Published : Jul 25, 2022, 10:09 AM IST

thumbnail
ଭୋପାଳ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ସକାଳୁ ସକାଳୁ ବାବା ମହାକାଳେଶ୍ବରଙ୍କ ଭସ୍ମ ଆରତୀ କରାଯାଇଛି(Ujjain mahakaleshwar Temple) । ପୂଜକମାନେ ଶିବ ପଞ୍ଚାକ୍ଷର ମନ୍ତ୍ର ସହ ଭସ୍ମ ଚିତାରେ ପ୍ରଭୁଙ୍କ ଶୃଙ୍ଗାର କରିଛନ୍ତି । ଏ ଦୃଶ୍ୟ ଯେତିକି ମନୋରମ ସେତିକି ଭାବାବେଗ ପୂର୍ଣ୍ଣ । ଏହି ମନ୍ଦିରରେ ପ୍ରତିଦିନ ଭୋର ୪ଟା ସମୟରେ ମହାକାଳଙ୍କ ଭସ୍ମ ଆରତୀ ହୁଏ। ଏହି ଆରତୀରେ ସାମିଲ୍‌ ହେଉଥିବା ଲୋକଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.