Airlift Operation: ସୁରକ୍ଷିତ ଉଦ୍ଧାର ପରେ ବ୍ରହ୍ମପୁର ଉପଜିଲ୍ଲାପାଳ, ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା - ଉଦ୍ଧାର ପରେ ଏୟାରଲିଫ୍ଟ ହୋଇଥିବା ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : May 9, 2022, 9:40 PM IST

ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ମତ୍ସ୍ୟଜୀବୀ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ତଟରକ୍ଷୀ ବାହିନୀ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରିଥିଲା । ତେବେ ଏହି ମତ୍ସ୍ୟଜୀବୀମାନେ ବିଶାଖାପାଟଣାରୁ ଗଞ୍ଜାମକୁ ଆସୁଥିଲେ । ସମୁଦ୍ରକୂଳରୁ ପ୍ରାୟ ୧ କିମି ଦୂରରେ ସେମାନଙ୍କ ବୋଟ ଖରାପ ହୋଇଯିବା ଫଳରେ ମଝି ସମୁଦ୍ରରେ ସେମାନେ ଫସିରହିଥିଲେ । ଏମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କିର୍ତ୍ତିଭାଶନ ଓ ମତ୍ସ୍ୟଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.