thumbnail

କୋରନା ପାଇଁ ବରଗଡବାସୀ ଚିନ୍ତିତ: ସୁରେଶ ପୁଜାରୀ

By

Published : Mar 17, 2020, 8:46 PM IST

ନୂଆଦିଲ୍ଲୀ: ସାରା ଦେଶବାସୀ କୋରୋନାରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବରଗଡ ଜିଲ୍ଲାର ସୁରା ଗ୍ରାମବାସୀ କୋପରେଟିଭ ବ୍ୟାଙ୍କ, ରାଜସ୍ବ ବିଭାଗ, ଯୋଗାଣ ବିଭାଗ ପାଇଁ ଅସ୍ତବ୍ୟସ୍ତ । ଆଜି ଏମିତି ଢଙ୍ଗରେ ବରଗଡ ସାଂସଦ ସୁରେଶ ପୁଜାରୀ ଲୋକସଭାରେ ପ୍ରଶ୍ନ କରିଛନ୍ତି । ଶୁଣନ୍ତୁ ସଂସଦରେ କାହିଁକି ଏମିତି ପ୍ରଶ୍ନକଲେ ସୁରେଶ ?

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.