Watch Video: ରାଜସ୍ଥାନୀ ନୃତ୍ୟଶିଳ୍ପୀଙ୍କ ସହ ଠୁମ୍କା ଲଗାଇଲେ ଶେଖ ହସିନା - ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା
🎬 Watch Now: Feature Video

ଜୟପୁର: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ୪ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଗୁରୁବାର ରାଜସ୍ଥାନର ଜୟପୁର ଗସ୍ତ କରିଥିଲେ । ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ (Sheikh Hasina reached Ajmer) ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା । ରାଜସ୍ଥାନର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ମାଧ୍ୟମରେ ଶେଖ ହସିନାଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା ।