Bahuda Yatra: ବାହୁଡୁଛନ୍ତି ମହାବାହୁ, ବଡଦାଣ୍ଡରେ ଜନସମୁଦ୍ର - ବାହୁଡା ଯାତ୍ରା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15780260-thumbnail-3x2-puri.jpg)
ପୁରୀ: ଶରଧାବାଲିରୁ ଗଡୁଛି ରଥ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜୀଉ । ଜଗନାଥମୟ ହୋଇପଡିଛି ଚତୁର୍ଦ୍ଦିଗ । କାଳିଆ ସାଆନ୍ତେଙ୍କ ଟିକିଏ ଦର୍ଶନ ପାଇଁ ବଡଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । କଳାଶ୍ରୀମଖକୁ ଚାହିଁ ନାଚି ଯାଉଛନ୍ତି ସଭିଏଁ । ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ବାହୁଡା ଯାତ୍ରାର ଅପୂର୍ବ ଦୃଶ୍ୟ ।