thumbnail

ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ କାଳିଆ ସାଆନ୍ତ

By

Published : Jul 9, 2022, 10:50 AM IST

ପୁରୀ: ଆରମ୍ଭ ହେଲା ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି । ବଡ ଭାଇ ଓ ଭଉଣୀଙ୍କ ପହଣ୍ଡୀ ପରେ ଶଙ୍ଖ ନାଦ ଓ ଘଣ୍ଟ ଘଣ୍ଟାର ତାଳେ ଝୁଲି ଝୁଲି ଆସୁଛନ୍ତି ପ୍ରଭୁ ଜଗନ୍ନାଥ । ଧାଡି ପହଣ୍ଡିରେ ସେବାୟତଙ୍କ ଗହଣରେ ଆସୁଛନ୍ତି ମହାପ୍ରଭୁ । ଦେଖନ୍ତୁ ସେହି ଅପୂର୍ବ ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.