ନନ୍ଦିଘୋଷ ରଥରେ ଗଜପତି ମହାରାଜଙ୍କ ଛେରାପହଁରା ନୀତି

By

Published : Jul 9, 2022, 1:29 PM IST

thumbnail
ପୁରୀ: ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହଦେବ । ପ୍ରଥମେ ତାଳଧ୍ବଜ ରଥରେ ସରିବା ପରେ ଏବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.