Azadi Ka Amrit Mahotsav: ଜାତୀୟ ସଙ୍ଗୀତ ଗାଇ ସ୍ୱାଧୀନତା ଦିବସ ପାଳିଲେ ଶରଣାର୍ଥୀ - ସ୍ବାଧୀନତା ଦିବସ ପାଳିଲେ ଶରଣାର୍ଥୀ
🎬 Watch Now: Feature Video
ହାଇଦ୍ରାବାଦ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ(Azadi ka Amrit mohatsav) ପାଳିଛି ସାରା ଦେଶ । ଏହି ମହୋତ୍ସବରେ ସାମିଲ ହୋଇଛନ୍ତି ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀ । ଏହି ଶରଣାର୍ଥୀ ୭୬ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତ ଗାନ କରିଥିବା ଦେଖିବାକୁ ମିଳିଛି । ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ୍ଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇ ପାରିଛି । ଏଥିରେ ମୋଟ ୧୨ ଜଣ ଶରଣାର୍ଥୀ ସାମିଲ ହୋଇ ଆଜାଦୀ କା ଅମୃତ ମହୋତ୍ସବ ପାଳିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।