RICH VISUAL: ରାଫ୍ଟିଂ ବେଳେ ଗଙ୍ଗାନଦୀରେ ଭାସିଗଲେ ଯୁବତୀ, ଉଦ୍ଧାର କଲେ ଯବାନ - ଗଙ୍ଗାନଦୀରୁ ଯୁବତୀ ରକ୍ଷା କଲେ ଯବାନ

🎬 Watch Now: Feature Video

thumbnail

By

Published : Apr 30, 2022, 9:59 PM IST

ଡେରାଡୁନ: ଖୁସିରେ ଚାଲିଥିଲା ରାଫ୍ଟିଂ । ନଦୀ ମଧ୍ୟରେ ମଜା ନେଉଥିଲେ ଯୁବତୀ । ହେଲେ ହଠାତ୍‌ ଘଟିଲା ଅଘଟଣ । ଗଙ୍ଗାନଦୀର ପ୍ରଖର ସ୍ରୋତର ଭାସିଗଲେ ୨ ଜଣ ଯୁବତୀ । ଏହି ସମୟରେ ଦେବଦୂତ ସାଜି ସେମାନଙ୍କୁ ରକ୍ଷା କରିଛନ୍ତି ଭାରତୀୟ ସେନା । ରଶି ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ଏବେ ଯୁବତୀ ଦୁଇ ଜଣ ସୁସ୍ଥ ଅଛନ୍ତି । ଏହି ଉଦ୍ଧାର ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡ଼ିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.