ଅନୁଗୋଳ ସଟଡାଉନ: ଅଖଚକ ଜାମ, ଖୋଲିନି ଦୋକାନ ବଜାର - ଅନୁଗୋଳ ସଟଡାଉନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8083810-thumbnail-3x2-anugul-jp.jpg)
ଅନୁଗୋଳ: ଅନୁଗୋଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୁଇ ଲୋକଙ୍କ ଜୀବନ ଯାଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୧୬୪ ରହିଛି । ସପ୍ତାହ ଶେଷ ଦୁଇ ଦିନ ପୁରା ଜିଲ୍ଲାକୁ ସଟଡାଉନ କରାଯାଉଛି । ଗ୍ରାମାଞ୍ଚଳ ପରେ ଏବେ ସହରମାନଙ୍କରେ ପଜେଟିଭ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ସଂକ୍ରମଣକୁ ରୋକିବାକୁ ଜିଲ୍ଲା ବାହାର ଲୋକଙ୍କୁ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ