Watch Video: ମଝି ରାସ୍ତାରେ ସ୍କୁଲ ବସ୍କୁ ଆକ୍ରମଣ କଲା ହାତୀ - ମଝି ରାସ୍ତାରେ ସ୍କୁଲ ବସକୁ ଆକ୍ରମଣ କଲା ହାତୀ
🎬 Watch Now: Feature Video
ଚେନ୍ନାଇ: ନୀଳଗିରିରେ ରାସ୍ତାରେ ହାତୀ ଆତଙ୍କ । ମଝି ରାସ୍ତାରେ ଏକ ସ୍କୁଲ ବସ୍ ଉପରେ ବଣୁଆ ହାତୀର ଆକ୍ରମଣ ଉଦ୍ୟମ । ତେବେ ସ୍କୁଲ ବସ୍ ଭିତର କେହି ଛାତ୍ରଛାତ୍ରୀ ନଥିବା ବେଳେ ବସ୍ର ଝରକା ଭାଙ୍ଗି ଦେଇଛି ହାତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।