ସମ୍ବଲପୁରରେ ଜାତୀୟ ପତାକା ଉତ୍ତୋଳନ କଲେ ପର୍ଯ୍ୟଟନ ମନ୍ତ୍ରୀ
🎬 Watch Now: Feature Video
ସମ୍ବଲପୁର: ଜିଲ୍ଲାରେ ପାଳିତ ହୋଇଯାଇଛି ୭୬ତମ ସ୍ବାଧୀନତା ଦିବସ । କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାସ୍ତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଷା,ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।