Tulip Garden: ପର୍ଯ୍ୟଟକଙ୍କ ମନ ମୋହୁଛି ରଙ୍ଗବେରଙ୍ଗୀ ତୁଲିପ୍ - ପର୍ଯ୍ୟଟକଙ୍କ ମନ ମୋହୁଛି ତୁଲିପ ଗାର୍ଡେନ

🎬 Watch Now: Feature Video

thumbnail

By

Published : Apr 3, 2022, 8:14 PM IST

Updated : Feb 3, 2023, 8:21 PM IST

ଶ୍ରୀନଗର: ପର୍ଯ୍ୟଟକଙ୍କ ମନ ମୋହୁଛି ତୁଲିପ ଗାର୍ଡେନ । ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ ବି ଏଠାରେ ଜମୁଛି । ଜମ୍ମୁ କାଶ୍ମୀରର ଉଦାମପୁର ଜିଲ୍ଲାରେ ଥିବା କୁଦ ଅଞ୍ଚଳରେ ରହିଛି ଏ ତୁଲିପ ଗାର୍ଡେନ । ଜମ୍ମୁ ଡିଭିଜନର ହଟିକଲଚର ବିଭାଗ ପକ୍ଷରୁ ଏ ବଗିଚାରେ ଫୁଲ ଲଗାଯାଇଛି । ଏ ସୁନ୍ଦର ଫୁଲ ଗୁଡିକ ଆସନ୍ତା ଏକ ମାସ ପାଇଁ ଏଠାରେ ଦେଖିବାକୁ ମିଳିବ । ଜମ୍ମୁ କାଶ୍ମୀରର ଡାଲ ହ୍ରଦ କୂଳରେ ପାହାଡ ପାଦଦେଶରେ ମଧ୍ୟ ରହିଛି ଏସିଆ ମହାଦେଶର ସର୍ବବୃହତ ତୁଲିପ ଗାର୍ଡେନ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.