କେନ୍ଦ୍ରାପଡାରେ ବିଶୃଙ୍ଖଳା, ଭୋଟ ଦେଇପାରିଲେନି ଭୋଟର - କେନ୍ଦ୍ରାପଡାରେ ଭୋଟ ଦେଇପାରିଲେନି ଭୋଟର

🎬 Watch Now: Feature Video

thumbnail

By

Published : Feb 22, 2022, 9:52 PM IST

Updated : Feb 3, 2023, 8:17 PM IST

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅଟାବୁହା 1 ନମ୍ବର ବୁଥରେ ପ୍ରାୟ 577 ମତଦାତା ଥିବାବେଳେ ମାତ୍ର 272 ମତଦାନ ହୋଇଥିବା ସୂଚନା । ମତଦାନ ସକାଳ 7ଟା ରୁ ଅପରାହ୍ନ 1ଟା ଯାଏଁ ଚାଲିଥିଲେ ମଧ୍ୟ କିଛି ଭୋଟର ମତଦାନ କରି ପାରିନଥିଲେ । ଫଳରେ ଗ୍ରାମବାସୀ ବୁଥ୍ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବୁଥରେ ପୋଲିସ ଛାଉଣି ହେବା ସହ ଉତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବୁଝାସୁଝା କରି ବିଫଳ ହେବା ପରେ କଡା ସୁରକ୍ଷା ବଳୟରେ ଭୋଟ ବାକ୍ସକୁ ନେଇଥିଲା ପୋଲିସ । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.