ନିଟ ପରୀକ୍ଷା ନେଇ କଣ ରହିିଛି ବ୍ୟବସ୍ଥା, ଦେଖନ୍ତୁ ଭିଡିଓ
🎬 Watch Now: Feature Video
ଭୁବନେଶ୍ବର: ଚଳିତ ବର୍ଷ କୋଭିଡ କଟକଣାରେ ହେଉଛି ନିଟ ପରୀକ୍ଷା । ପରୀକ୍ଷା ସମୟ ଅପରାହ୍ନ ୨ ଟାରୁ ୫ ଟା ରହିଛି ହେଲେ ପରୀକ୍ଷାର୍ଥୀ ୧୧ ଟାରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି । ଏନେଇ ଛାତ୍ରଛାତ୍ରୀ ମାନେ ବ୍ୟବସ୍ଥାକୁ ସମ୍ମାନ ଜଣେଇ ଚୁପ ରହିଛନ୍ତି ସତ ହେଲେ ନିଟର ଆଞ୍ଚଳିକ କୋଡ଼ିନେଟର ପଲ୍ଲୀ ପଟ୍ଟନାୟକ ଏହି ବ୍ୟବସ୍ଥା କୋରୋନା ପାଇଁ ସୃଷ୍ଟି ହୋଇଛି ବୋଲି ମତ ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ
Last Updated : Sep 13, 2020, 8:57 PM IST