thumbnail

By

Published : Sep 13, 2020, 7:15 PM IST

Updated : Sep 13, 2020, 8:57 PM IST

ETV Bharat / Videos

ନିଟ ପରୀକ୍ଷା ନେଇ କଣ ରହିିଛି ବ୍ୟବସ୍ଥା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଚଳିତ ବର୍ଷ କୋଭିଡ କଟକଣାରେ ହେଉଛି ନିଟ ପରୀକ୍ଷା । ପରୀକ୍ଷା ସମୟ ଅପରାହ୍ନ ୨ ଟାରୁ ୫ ଟା ରହିଛି ହେଲେ ପରୀକ୍ଷାର୍ଥୀ ୧୧ ଟାରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି । ଏନେଇ ଛାତ୍ରଛାତ୍ରୀ ମାନେ ବ୍ୟବସ୍ଥାକୁ ସମ୍ମାନ ଜଣେଇ ଚୁପ ରହିଛନ୍ତି ସତ ହେଲେ ନିଟର ଆଞ୍ଚଳିକ କୋଡ଼ିନେଟର ପଲ୍ଲୀ ପଟ୍ଟନାୟକ ଏହି ବ୍ୟବସ୍ଥା କୋରୋନା ପାଇଁ ସୃଷ୍ଟି ହୋଇଛି ବୋଲି ମତ ଦେଇଛନ୍ତି । ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ
Last Updated : Sep 13, 2020, 8:57 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.