ଦେଢ ମାସ ହେଲା ଭାଙ୍ଗିଲାଣି ପୋଲ: ହନ୍ତସନ୍ତ ଗ୍ରାମବାସୀ, ଜରୁରୀକାଳୀନ ସେବା ଠପ୍

🎬 Watch Now: Feature Video

thumbnail
ଆନନ୍ଦପୁର: ଯୋଗାଯୋଗ ପାଇଁ କେବଳ ଗୋଟିଏ ହିଁ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଗତ ଦେଢ ମାସ ତଳେ ପୋଲଟି ସମ୍ପୂର୍ଣ୍ଣ ଧୋଇଯାଇଥିଲା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁରା, ରଙ୍ଗମାଟିଆରୁ ରାଇଘାଟି ଗ୍ରାମକୁ ଯିବା ପାଇଁ ଏକ ମାତ୍ର ରାସ୍ତାରେ ଉପରେ ଦୁଇଟି ଗାଁ ଲୋକେ ନର୍ଭରଶୀଳ। କୌଣସି ଜରୁରୀ କାଳିନ ସେବା ଗ୍ରାମକୁ ଆସିପାରୁନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.