thumbnail

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

By

Published : Dec 18, 2020, 10:51 PM IST

ବୌଦ୍ଧ: ନିଜସ୍ବ ଉଦ୍ୟମରେ ପାହାଡି ପଡିଆକୁ କଲେ ସବୁଜ ଶସ୍ୟଶାମଳା । ଜଳସେଚନର ସୁବିଧା ନଥିଲେ ମଧ୍ୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପାହାଡି ଝରଣାର ପାଣି କ୍ଷେତରେ ମଡାଇ ଫଳାଇଛନ୍ତି ସବୁଜ ପନିପରିବା । ବୌଦ୍ଧ ଜିଲ୍ଲା ମାର୍ଦ୍ଦିଙ୍ଗ ଗ୍ରାମର ଲୋକେ ଦୀର୍ଘ 8 ରୁ 10 ବର୍ଷ ହେଲା ନିଜସ୍ବ ଉଦ୍ୟମରେ ଫଳାଇଛନ୍ତି ଭଳି କି ଭଳି ପନିପରିବା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.