ମା' କଟକ ଚଣ୍ଡୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ - ମା' କଟକ ଚଣ୍ଡୀଙ୍କ ଦର୍ଶନ କଲେ ଅଶ୍ୱନୀ ବୈଷ୍ଣବ

🎬 Watch Now: Feature Video

thumbnail

By

Published : Jan 7, 2022, 2:06 PM IST

କଟକ: କଟକ ଗସ୍ତରେ ଆସି ମା' କଟକ ଚଣ୍ଡୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରିବା ସହ କୋରୋନାରୁ କିଭଳି ଦେଶକୁ ମୁକ୍ତି ମିଳିବ ସେନେଇ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.