କଳାହାଣ୍ଡିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି - କଳାହାଣ୍ଡି
🎬 Watch Now: Feature Video

କଳାହାଣ୍ଡି: ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ । ଏହି ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି । ଏହି ବୀର ଶହୀଦ ଙ୍କ ସ୍ମୃତିଚାରଣ କରି କଳାହାଣ୍ଡି ଜିଲ୍ଲା ପୂର୍ବତନ ସୈନିକ ସଂଘ ଓ ହଳଦୀ ଗାଁ ଲୋକଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ