ନବମ ଶ୍ରେଣୀ ଭୂଗୋଳ ବହିରେ ତ୍ରୁଟି ଥିବା ମାନିଲେ ମନ୍ତ୍ରୀ - ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

🎬 Watch Now: Feature Video

thumbnail

By

Published : Jul 16, 2020, 3:46 PM IST

ଭୁବନେଶ୍ବର: ନବମ ଶ୍ରେଣୀର ଭୂଗୋଳ ବହିରେ ତ୍ରୁଟି ଅଛି। ଏହାକୁ ସ୍ବୀକାର କରିବା ସହ ତ୍ରୁଟିକୁ ସଂଶୋଧନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ବୋର୍ଡ ସମେତ ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି । ସୂଚନା ଅନୁସାରେ ନବମ ଶ୍ରେଣୀ ଭୂଗୋଳ ବହିରେ 18 ନମ୍ବର ପୃଷ୍ଠାରେ ରାଜ୍ୟ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଛି । ଏହାସହ ସ୍କୁଲର ଶିକ୍ଷକମାନେ ଭୁଲ ଲେଖା ଥିବା ସ୍ଥାନରେ ତ୍ରୁଟି ନିବାରଣ କରି ସଠିକ ତଥ୍ୟ ସହ ପଢାଇବା ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.