ବନ୍ଦ ହୋଇଗଲା ଚା ବାଗାନ; ଜୀବିକା ହରାଇଲେ 5 ହଜାର ପରିବାର - tea bag closed

🎬 Watch Now: Feature Video

thumbnail

By

Published : Mar 11, 2020, 8:29 PM IST

କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେନ୍ଦୁଝର ଜିଲ୍ଲା । ଏଠାକାର ଜଳବାୟୁ ଅନ୍ୟ ରାଜ୍ୟ ତୁଳନାରେ ଅନନ୍ୟ । ଏହି ସୁନ୍ଦର ଜଳବାୟୁ ପାଇଁ ଏକଦା କେନ୍ଦୁଝର ଜିଲ୍ଲାର ବଣ ଜଙ୍ଗଲ ଭରା ବାଂଶପାଳ ବ୍ଲକ ଠାରେ 1982 ମସିହାରେ ପ୍ରତିଷ୍ଠା କରାଯାଇଥିଲା ଚା’ ବଗିଚା । ‘ଟି ପ୍ଲାଣ୍ଟେସନ ଲିମିଟେଡ଼’ ନାମକ କମ୍ପାନୀ ନାମରେ ତରମାକାନ୍ତ ପଞ୍ଚାୟତ ଠାରେ ୯୯ ବର୍ଷ ଲିଜ ନେଇ ପାୟ ବାଇଶି ଶହ ଏକର ପରିମିତ ଅଞ୍ଚଳରେ ଏହି ଚା’ ବାଗାନ ପ୍ରତିଷ୍ଠା କରାଯାଇଥିଲା । ଓଟିପିଏଲ, ରାଜ୍ୟ ସରକାର ଓ ଏପିକଲ ମିଳିତ ସହଯୋଗରେ ଏହି ଚା’ ବାଗାନ ନିର୍ମିତ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.