ବିଧାନସଭା ପ୍ରସଙ୍ଗକୁ ନେଇ ସୁରଙ୍କ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ... - କଂଗ୍ରେସ ବିଧାୟକ ସୁର ରାଉତରାୟ ଖବର
🎬 Watch Now: Feature Video
ଭୁବନେଶ୍ବର: ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଧାନସଭାରେ ମାହାଙ୍ଗା ହତ୍ୟାକାଣ୍ଡ ପ୍ରସଙ୍ଗ, ଜଙ୍ଗଲ ନିଆଁ ଲିଭା ଓ କପିଳେଶ୍ବର ମନ୍ଦିର ବନ୍ଦକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ସରକାର ତୁରନ୍ତ ତାଲା ଖୋଲି ନୀତିକାନ୍ତି ସମ୍ପନ୍ନ କରାଯାଉ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ