ସୁଲିଆ ଯାତ୍ରା; ଏକାଠି ହୁଅନ୍ତି ପଶ୍ଚିମ ଓଡିଶାର ସବୁ ଆଦିବାସୀ - ଶୁଳିଆ ପୀଠ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5596962-173-5596962-1578154175339.jpg)
ବଲାଙ୍ଗୀର: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ଅନେକ ପର୍ବ ପର୍ବାଣୀ ମଧ୍ୟରେ ଶୁଳିଆ ମହୋତ୍ସବ ସବୁଠୁ ଭିନ୍ନ ଓ ବଡ଼ ପର୍ବ ଆକାରରେ ପାଳନ ହୋଇଥାଏ। ଯେଉଁଥିରେ ସାରା ପଶ୍ଚିମ ଓଡିଶାର ଆଦିବାସୀ ଏକାଠି ହୋଇଥାନ୍ତି। ରୀତି ନୀତି ପରମ୍ପରା ଅନୁସାରେ ଏହି ପର୍ବ ମିଳିତ ଭାବରେ ପାଳନ କରିଥାନ୍ତି।