ଟୀକାକରଣକୁ ବର୍ଷେ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By

Published : Jan 17, 2022, 9:57 AM IST

thumbnail
ପୁରୀ:ଦେଶରେ କୋଭିଡ ଟୀକାକରଣ ଅଭିଯାନ ପୁରିଲା ଏକ ବର୍ଷ । ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳାରେ ଟୀକାକରଣରେ ସାମିଲ ଥିବା ଟିମ୍ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ । । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.