କୋଭିଡକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ସତର୍କତା

🎬 Watch Now: Feature Video

thumbnail

By

Published : Jan 27, 2022, 5:39 PM IST

ଭୁବନେଶ୍ବର: କୋଭିଡ ମହାମାରୀ ବିରୋଧରେ ଏବେବି ସଂଗ୍ରାମ ଜାରି ରହିଛି । ତେବେ କୋଭିଡ ପ୍ରତିହତ କରିବାରେ ଗୋଷ୍ଠୀଙ୍କ ଭୁମିକାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଆଲୋଚନା ହେଉଛି । ଏହି ଅବସରରେ ବିଦେଶ ଅପେକ୍ଷା ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଆଲୋଚନା ହୋଇଛି । ତା ସହିତ ରାଜ୍ୟରେ ସଂକ୍ରମଣ ଶକ୍ତି ଓ ଘାତକ ଶକ୍ତି ବିଷୟରେ ଆଲୋଚନା କରାଯାଇଛି । ବର୍ତ୍ତମାନ ସଂକ୍ରମଣ ଶକ୍ତି ବୃଦ୍ଧି ପାଇଥିବା ବେଳେ ଘାତକ ଶକ୍ତି ବହୁ ପରିମାଣରେ କମିଛି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.