thumbnail

By

Published : Jul 14, 2020, 6:16 PM IST

ETV Bharat / Videos

ଗଞ୍ଜାମରେ କୋଭିଡ ପରିଚାଳନାରେ ଫେଲ ରାଜ୍ୟ ସରକାର: ଭୃଗୁ ବକ୍ସିପାତ୍ର

ଗଞ୍ଜାମରେ କୋଭିଡ ପରିଚାଳନାରେ ତ୍ରୁଟି ଅଭିଯୋଗ ଆଣିଲେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଜିଲ୍ଲାରେ ଥିବା କ୍ଵାରେନଣ୍ଟାଇନ ସେଣ୍ଟରରେ ଠିକ୍ ଭାବେ ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଏପରିକି ପରିଚାଳନା ଠିକ ଭାବରେ ହେଉନାହିଁ କି ସେମାନଙ୍କର ରହିବା ପାଇଁ ଭଲ ଭାବରେ ବ୍ୟବସ୍ଥା କରାଯାଇନାହିଁ । ଆଉ ଜିଲ୍ଲାରେ ଏଭଳି ସ୍ଥିତି ସ୍ପଷ୍ଟ ବୟାନ କରୁଛି ଯେ ସରକାର ନିଜ ପରିଚାଳନାରେ ଫେଲ ମାରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.