thumbnail

By

Published : Sep 6, 2021, 8:50 PM IST

ETV Bharat / Videos

'ଏକ୍ସ ରେଗୁଲାର ପିଲାଙ୍କ ସହ ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି'

ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଏକ୍ସ ରେଗୁଲାର ପିଲାଙ୍କ ସହ ଅନ୍ୟାୟ ହୋଇଛି । କେବଳ ରେଗୁଲାର ପିଲାଙ୍କ କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଭୁଲ କାଉନସିଲ ଯୋଗୁଁ କେବଳ ୨୬ ପ୍ରତିଶତ ଏକ୍ସ ରେଗୁଲାର ପିଲା ଫେଲ୍ ହୋଇଛନ୍ତି । ସେପଟେ ରେଗୁଲାରରେ ୯୯ ପ୍ରତିଶତ ପିଲା ପାସ୍ ହୋଇଛନ୍ତି । ଏଥିପାଇଁ ଏକ୍ସ ରେଗୁଲାର ପିଲାଙ୍କ ପୁନଃ କାଉନସିଲ କରି ସେମାନଙ୍କୁ ପାସ୍ କରାଯାଉ ଓ ଆଡମିଶନ ଦିଆଯାଉ ବୋଲି ବିଧାନସଭାରେ ଦାବି କରିଛି କଂଗ୍ରେସ । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.