thumbnail

By

Published : Jan 5, 2021, 5:27 PM IST

ETV Bharat / Videos

ପରୀକୁ ନ୍ୟାୟ ଦାବି ନେଇ ପ୍ରତି ଗାଁରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ପରୀ ଆମ ପାଇଁ ବ୍ରାଣ୍ଡ ହୋଇଛି । ପରୀ ପ୍ରସଙ୍ଗକୁ ଅସ୍ତ୍ର କରି ରାଜ୍ୟର 27 ହଜାର ନିଖୋଜ ପିଲାଙ୍କ ପତ୍ତା ଖୋଜିବୁ । ଆଜି(ମଙ୍ଗଳବାର) ପରୀ ପ୍ରସଙ୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାନେତ୍ରୀ ଏହି ବୟାନ ରଖିଛନ୍ତି । ପରୀ ପ୍ରସଙ୍ଗକୁ ନେଇ ବିଜେପି ସମ୍ବେଦନଶୀଳ ଥିବା ସୂଚନା ଦେଇଛନ୍ତି ସ୍ମୃତି ପଟ୍ଟନାୟକ । ପରୀ ପ୍ରସଙ୍ଗରେ ଜାନୁଆରୀ 5 ରୁ 12 ତାରିଖ ଯାଏଁ ଗାଁ-ଗାଁରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । 7 ହଜାର ପଞ୍ଚାୟତ ଏବଂ 2 ହଜାର 500 ପୌରାଞ୍ଚଳରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.