ନାହିଁ ନାହିଁରେ ସୁବର୍ଣ୍ଣପୁର ବସଷ୍ଟାଣ୍ଡର ଯାତ୍ରୀ ବିଶ୍ରାମାଗାର - ସୁବର୍ଣ୍ଣପୁର
🎬 Watch Now: Feature Video
ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଏକ ଅନନ୍ୟ ଜିଲ୍ଲା ହେଉଛି ସୁବର୍ଣ୍ଣପୁର ବା (ସୋନପୁର) ଯେଉଁ ଜିଲ୍ଲାରେ ସ୍ବଂୟ ମହାପ୍ରଭୁ ଜଗନ୍ନାଥ ପାତାଳୀ ହୋଇଥିବା ବେଳେ ମହାନଦୀ ଗର୍ଭରେ ପୂଜା ପାଉଛନ୍ତି ଦେବୀ ଲଙ୍କେଶ୍ବରୀ । ଏହାସହ ମହାନଦୀ କୂଳରେ ପୂଜିତ ହେଉଛନ୍ତି ବାବା ସୁବର୍ଣ୍ଣମେରୁ, ରାମେଶ୍ବର । ସହରର ଭିତରେ ଓ ବାହାରେ ଅନେକ ସଂଖ୍ୟାରେ ଦେବାଦେବୀ ପୂଜିତ ହେଉଥିବାବେଳେ ସମଗ୍ର ସୁବର୍ଣ୍ଣପୁରରେ ଆବାହାନ କାଳରୁ ରହିଛି ବହୁ ପୁରାତନ ମନ୍ଦିର ଯେଉଁଥିପାଇଁ ସୁବର୍ଣ୍ଣପୁରକୁ ମନ୍ଦିର ମାଳିନୀ ସହର ମଧ୍ୟ କୁହାଯାଏ ।