ଅବହେଳିତ ବକୁଳବନ ସଂରକ୍ଷଣ ଭାର ନେଲେ ରିୟଲ ହିରୋ ସବ୍ୟ

By

Published : Jan 22, 2021, 10:48 PM IST

thumbnail
ପୁରୀ: ଚିହ୍ନବର୍ଣ୍ଣ ହରାଇ ଧ୍ବସ୍ତ-ବିଧ୍ବସ୍ତ, ବିପର୍ଯ୍ୟସ୍ତ ଓଡିଶା ଇତିହାସର ଅଭିନ୍ନ ଅଙ୍ଗ ସତ୍ୟବାଦୀର ବକୁଳବନ । ମାଟିରେ ଲୋଟୁଛି ଶହ ଶହ ଗଛ । ଅନାବନା ଗଛଲତାରେ ପରିପୂର୍ଣ୍ଣ ଚତୁଃପାର୍ଶ୍ବ । ବର୍ଷ ବର୍ଷ ଧରି ଏଭଳି ନିଜ ଚମକ ହରାଇ ଅବହେଳିତ ହୋଇପଡିଛି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା । ହେଲେ ଏସବୁକୁ ହୃଦୟଙ୍ଗମ କରି ପ୍ରକୃତିର ତାଡନାରେ ମଉଳି ପଡିଥିବା ଏହି ସ୍ଥାନର ପୁନଃରୁଦ୍ଧାର ପାଇଁ ପାଦ ବଢାଇଛନ୍ତି ରିୟଲ ଲାଇଫ ହିରୋ ସବ୍ୟସାଚୀ । ତାଙ୍କ ପ୍ରୟାସ ପରର ଚିତ୍ର ଆକର୍ଷଣୀୟ- ଉତ୍ସାହଜନକ । ସୋସିଆଲ ମିଡିଆରେ ତାଙ୍କର ଅପିଲ ପରେ ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଯୁବକଙ୍କ ଉଦ୍ୟମରେ ପୁଣି ଉର୍ଜା ଫେରିପାଇଛି ଏହି ପବିତ୍ର ପୀଠ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.