ଦେଖନ୍ତୁ କିପରି ରହିଛି କଟକରେ ସଟଡାଉନ ସ୍ଥିତି.. - cuttack latest news
🎬 Watch Now: Feature Video

କଟକ: ବେକାବୁ ହେଉଛି କୋରୋନା। ପ୍ରତ୍ୟେକ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଟଡାଉନ ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଛନ୍ତି ଅମାନିଆ । ତେବେ କଟକର ସଟଡାଉନ ସ୍ଥିତିକୁ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ..
କଟକରୁ ନାରାୟଣ ସାହୁ, ଇଟିଭି ଭାରତ