ପ୍ରଥା-ପରମ୍ପରାର ପୁରୀ: 21 ଦିନ ସେବାୟତ କୁମାରୀ କରନ୍ତି ନେତ ଉତ୍ସବ - neta parba

🎬 Watch Now: Feature Video

thumbnail

By

Published : Oct 21, 2020, 9:21 PM IST

ପୁରୀ: ଭଲ ବରଟିଏ ପାଇବା ପାଇଁ ସେବାୟତ କୁଳର କୁମାରୀମାନେ ସାଜିଥାନ୍ତି ନେତ ପିଲା । ଶାରଦୀୟ ପାର୍ବଣ ଅବସରରେ ପାଦ ଠାରୁ ମଥା ଯାଏଁ ସୁନା-ରୂପା ଗହଣାରେ ସୁସଜ୍ଜିତ କିଶୋରୀ ମାନେ ମାର୍କଣ୍ତ ପୁଷ୍କରଣୀ କୂଳରେ ହର ପାର୍ବତୀଙ୍କୁ କରନ୍ତି ପୂଜାର୍ଚ୍ଚନା । ବିଶ୍ବାସ ରହିଛି ଏହି ଆରଧନା ଦ୍ବାରା ଭବିଷ୍ୟତରେ ସୁନ୍ଦର ବର, ସୁଖୀ ପରିବାର ମିଳିଥାଏ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.