କୋରୋନା ନେଇ ଏସସିବି ଡାକ୍ତରଙ୍କ ସଚେତନତା ବାର୍ତା - କୋରୋନା ନେଇ ଡାକ୍ତରଙ୍କ ବାର୍ତା

🎬 Watch Now: Feature Video

thumbnail

By

Published : Apr 12, 2020, 7:22 PM IST

ଭୁବନେଶ୍ବର: କୋରୋନା ଭାଇରସ ଦ୍ବାରା ବିଶ୍ବବାସୀ କବଳିତ । କୋରୋନା ବିରୋଧ ମହାମାରୀ ମହାସଂଗ୍ରାମରେ ଡାକ୍ତରଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଥିବାବେଳେ ଏନେଇ ଲୋକଙ୍କୁ ସଚେତନତା ନେଇ ବାର୍ତ୍ତା ଦେଇଛନ୍ତି କଟକ ଏସସିବି ମେଡିକାଲ କଲେଜର ହୃଦରୋଗ ବିଶେଷଜ୍ଞ ଅତିରିକ୍ତ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାଶ। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.