ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ, ବାଲୁକାକଳାରେ ମାନସଙ୍କ ଶୁଭେଚ୍ଛା - Manas sahoo latest news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10381859-322-10381859-1611630068823.jpg)
ପୁରୀ: ଆଜି ଦେଶ ପାଳୁଛି 72ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ଏକ 15ଫୁଟର ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମାନସ କହିଛନ୍ତି, ଦେଶର ଉନ୍ନତି ପାଇଁ ପ୍ରତ୍ୟେକ ଭାରତୀୟଙ୍କ ଯୋଗଦାନ ଓ ସହଯୋଗର ଆବଶ୍ୟକତା ରହିଛି । ସମସ୍ତେ ମିଶି ଦେଶର ଉନ୍ନତି ପାଇଁ କାମ କରିବା । ମୋ ଭାରତ ମହାନ୍ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jan 26, 2021, 10:54 AM IST