National Doctors' Day: ଦ୍ବିତୀୟ ଭଗବାନଙ୍କୁ ବାଲୁକା କଳାରେ ଶୁଭେଚ୍ଛା

By

Published : Jul 1, 2021, 7:19 AM IST

thumbnail

ପୁରୀ: ଆଜି ଜାତୀୟ ଡାକ୍ତର ଦିବସ ବା ଡକ୍ଟର ଡେ । କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ବିତୀୟ ରୂପ । ତେବେ ସେହି ଡାକ୍ତର ଓ ଚିକିତ୍ସକ ମାନଙ୍କ ନିଃସ୍ବାର୍ଥପର ସେବା ପାଇଁ ପ୍ରତିବର୍ଷ ଜୁଲାଇ 1ରେ ଡାକ୍ତରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ଡାକ୍ତରଙ୍କ ସେବାକୁ ସମ୍ମାନ ଜଣାଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟରେ ଡାକ୍ତର ସେବାକୁ ସାଲ୍ୟୁଟ ଜଣାଇଛନ୍ତି । ଏବଂ ଲେଖିଛନ୍ତି doctors are next to god ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.