ଓଡିଆ ଝିଅଙ୍କ କମାଲ; ଓମାନ ଉପସାଗରରେ 40 ଫୁଟ ଡାଇଭିଂ କରି ଚର୍ଚ୍ଚାରେ ତିଷ୍ୟା - tishya becoming younger scuba driver

🎬 Watch Now: Feature Video

thumbnail

By

Published : Oct 12, 2020, 10:03 PM IST

ସମ୍ବଲପୁର: କମାଲ କଲେ ଓଡିଆ ଝିଅ । 10 ବର୍ଷ ବୟସରେ ସାଜିଲେ ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର । ବିନା କାହାରି ସହାୟତାରେ ଓମାନ ଉପସାଗରରେ 40 ଫୁଟ ସ୍କୁବା ଡାଇଭିଂ କରି ଗୌରବ ଅର୍ଜନ କରିଛନ୍ତି । ତିଷ୍ୟା ସମ୍ବଲପୁରର ଝିଅ ହୋଇଥିବାବେଳେ ସେ ଦୁବାଇରେ ରୁହନ୍ତି । ସେଠାରେ ସେ ରାଫେଲ୍ସ ଓ୍ବାର୍ଲ୍ଡ ଏକାଡେମୀ ସ୍କୁଲରେ ପାଠ ପଢୁଛନ୍ତି । ପୂର୍ବରୁ ତିଷ୍ୟା ପ୍ରଶିକ୍ଷକଙ୍କ ସହାୟତାରେ 30 ଫୁଟ ଡାଇଭିଂ କରୁଥିଲେ । ହେଲେ ଏବେ ବିନା ସହାୟତାରେ ଏକାକୀ 40 ଫୁଟ ଡାଇଭିଂ କରିଛନ୍ତି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.