ଭୁବନେଶ୍ବରରେ ପହଁଞ୍ଚିଲେ ସବ୍ୟାର୍ଚ୍ଚିତା - Sabyarchita return to bhubaneswar
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10888967-thumbnail-3x2-sabya.jpg)
ଭୁବନେଶ୍ବର: ଓଡିଶାରେ ପହଁଞ୍ଚିଲେ ନବଦମ୍ପତି ସବ୍ୟାର୍ଚ୍ଚିତା । ଗତ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା ବିବାହ । ରିଲ୍ ଲାଇଫରୁ ରିୟଲ ଲାଇଫରେ ପତିପତ୍ନୀ ହେଲେ ସବ୍ୟାର୍ଚ୍ଚିତା । ବିବାହ ପରେ ଆଜି(ଶୁକ୍ରବାର) ଓଡିଶାରେ ପହଁଞ୍ଚିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ଫ୍ୟାନ୍ସମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ଭୁବନେଶ୍ବରରେ ପହଁଞ୍ଚିବା ପରେ ଉଭୟ ବିବାହ ପରର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।