23 ବ୍ଲାକ ସ୍ପଟ ପାଇଁ ବଢୁଛି ଦୁର୍ଘଟଣା - road safety awareness programme

🎬 Watch Now: Feature Video

thumbnail

By

Published : Mar 6, 2021, 9:19 PM IST

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲୋକସଭା ସାଂସଦଙ୍କ ଅଧ୍ୟକ୍ଷତାରେ ରୋଡ଼ ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନଏଚ ଅଞ୍ଚଳରେ ଅଧିକ ମାତ୍ରରେ ମୃତ୍ୟୁ ଘଟୁଥିବା ସହ ଅନେକ ସମସ୍ୟାରେ ପଢୁଛନ୍ତି ସାଧାରଣ ଲୋକଙ୍କ ସହ ଗାଡି ଚାଳକ । ଖୋର୍ଦ୍ଧା ଜିଲ୍ଲାର ସଡକ ସୁରକ୍ଷାକୁ ଅଧିକ ସୁଗମ କରିବା ପାଇଁ ଏକ କମିଟ ଗଠନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଜାତୀୟ ରାଜପଥ 175 କିଲୋମିଟର ଯାଇଥିବା ବେଳେ ରାଜ୍ୟ ରାଜପଥ 33 କିଲୋମିଟର ରହିଛି । ଆଉ ଲକଡାଉନ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଯାହାକୁ ନେଇ ଏନଏଚକୁ ନେଇ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ରେଜିଷ୍ଟ୍ରେସନ ଗାଡି 1546791ଟି ରହିଥିବା ବେଳେ ବାର୍ଷିକ 11 ପ୍ରତିଶତ ଗାଡି ବଢିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.