ପବିତ୍ର ଘୋଷଯାତ୍ରା: ଶୁଣନ୍ତୁ କଣ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ...

By

Published : Jun 23, 2020, 2:00 PM IST

thumbnail
ପୁରୀ: ବହୁ ଦ୍ବନ୍ଦ ପ୍ରତିଦ୍ବନ୍ଦ ପରେ ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । କୋରୋନା କଟକଣା ପାଇଁ ଏଥର ମହାପ୍ରଭୁଙ୍କ ରଥଯାତ୍ରାରେ ଭକ୍ତ ସାମିଲ ହୋଇନାହିଁ । ତଥାପି ପ୍ରଭୁଙ୍କ ରଥଯାତ୍ରାକୁ ନେଇ ଖୁସି ଅଛନ୍ତି ଭକ୍ତ । ନୀତି ଅନୁସାରେ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଟିଭିରେ ମହାପ୍ରଭୁଙ୍କ ଛେରା ପହଁରା, ପହଣ୍ଡି ବିଜେ ନୀତି, ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆଦିର ଆନନ୍ଦ ନେଉଛନ୍ତି ସଭିଏଁ । ତେବେ ଏନେଇ ପୁରୀ ସମ୍ବାଦଦାତା ଭକ୍ତଙ୍କ ପ୍ରତିକ୍ରିୟା ନେଇଛନ୍ତି, ଶୁଣନ୍ତୁ କଣ କହୁଛନ୍ତି ସେମାନେ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.