ବିନା ଭକ୍ତରେ ରଥଯାତ୍ରା, ସେବାୟତ ଟାଣିଲେ ରଥ

By

Published : Jun 23, 2020, 6:12 PM IST

thumbnail
ପୁରୀ: ବଡଦାଣ୍ଡରେ ଗଡିଲା ତିନି ରଥ । ଭକ୍ତ ଶୂନ୍ୟ ବଡଦାଣ୍ଡରେ 3 ରଥକୁ ଟାଣି ନେଇ ମାଉସୀ ମା ମନ୍ଦିରରେ ପହଞ୍ଚାଇଛନ୍ତି ସେବାୟତ । ତେବେ ଏନେଇ ସେବାୟତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.