thumbnail

ହଳଧର ନାଗଙ୍କୁ ଚିହ୍ନିପାରିଲେନି ସାଂସଦ

By

Published : Mar 18, 2019, 5:32 PM IST

ଭୁବନେଶ୍ୱର: ଲୋକଙ୍କୁ ଚିହ୍ନିନାହାଁନ୍ତି ଲୋକ ପ୍ରତିନିଧି। ସେ ପୁଣି ସାଧାରଣ ଲୋକ ନୁହଁନ୍ତି, ପଦ୍ମଶ୍ରୀ। ଆଉ ତାଙ୍କୁ ଚିହ୍ନିପାରିଲେନି ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ। ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ  ଆଗରେ ଅଚିହ୍ନା ହଳଧର। ଏହି କବିଙ୍କ କବିତାରେ ସାରା ପଶ୍ଚିମ ଓଡିଶା ମନ୍ତ୍ରମୁଗ୍ଧ। ନବୀନ ନିବାସରେ ତାଙ୍କର ଟିକିଏ ଝଲକ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗିଛି ଭିଡ। ହେଲେ ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ଆଗରେ ସେ ଅଜଣା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.