କଟକଣା ମଧ୍ୟରେ ରଜ ସଂକ୍ରାନ୍ତି ପାଳୁଛନ୍ତି ରାଜଧାନୀବାସୀ
🎬 Watch Now: Feature Video
ଭୁବନେଶ୍ବର: ରଜର ଦ୍ବିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି ପାଳୁଛନ୍ତି ରାଜଧାନୀବାସୀ । ଘରେ ରହି କଟକଣା ମଧ୍ୟରେ ରଜ ସଂକ୍ରାନ୍ତି ମନାଉଛନ୍ତି । ପିଠା, ପଣା, ଭଳିକି ଭଳି ପାନ ସାଙ୍ଗକୁ ଲୁଡୋ ଆସରା ଜମିଛି ରାଜଧାନୀରେ ।